Jump to content

ନଷ୍ଟାଗ୍ନି

ଉଇକିଅଭିଧାନ‌ରୁ

ନଷ୍ଟାଗ୍ନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନଷ୍ଟ+ ଅଗ୍ନି)

[ସମ୍ପାଦନା]

ଯେଉଁ ଅଗ୍ନି ହୋତ୍ରୀ— ଙ୍କର ଯଜ୍ଞାଗ୍ନି ନଷ୍ଟ ବା ନିର୍ବାପିତ ହୋଇ ଅଛି — (an agnihotra) Who has had his sacrificial fire extingushed.