Jump to content

ନଷ୍ଟ କରିବା

ଉଇକିଅଭିଧାନ‌ରୁ

ନଷ୍ଟ କରିବା

ଉଚ୍ଚାରଣ

[ସମ୍ପାଦନା]

[ନଷ୍ଟ କରା(ରେ)ଇବା—ଣିଜନ୍ତ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନଷ୍ଟ)

[ସମ୍ପାଦନା]
୧. ବିନାଶ କରିବା — ୧. To ruin; to destroy.
୨. ବିଗାଡ଼ିବା — ୨. To spoil.
୩. ଅପବିତ୍ର କରିବା — ୩. To defile; to pollute.
୪. ଅପବ୍ୟୟ କରିବା; ଅପଚୟ କରିବା — ୪. To waste; to squander away.
୫. କ୍ଷତି କରିବା —୫. To put to loss.
୬. ସ୍ତ୍ରୀର ସତୀତ୍ୱ ନାଶ କରିବା — ୬. To ravish; to deflower a woman.
୭. କଳଙ୍କିତ କରିବା —୭. To stain.
୮. ଉତ୍ସନ୍ନ କରିବା —୮. To undo.