ନଷ୍ଟ ପୁରୁଷ
ଅକର୍ମଣ୍ୟ ବ୍ୟକ୍ତି; ନଫୁସକ ବ୍ୟକ୍ତି —An impotent person.
ଗୋପୀଙ୍କ ଭ୍ରଥା ହୋଇବେ ଯେତେକ; ସେହି ତ ଆମ୍ଭ ଅଂଶ ବୋଲି ଲେଖ, ସମସ୍ତେ ହୋଇବେ ନଷ୍ଟ ପୁରୁଷ ତୁମ୍ଭର ଆମ୍ଭର 'ଗୋ' ଚଳି ଯାଉ ଏବେ ଅଂଶ ପ୍ରାଚୀ. ରହସ୍ୟମଞ୍ଜରୀ