Jump to content

ନସ୍ତା

ଉଇକିଅଭିଧାନ‌ରୁ

ନସ୍ତା

ଉଚ୍ଚାରଣ

[ସମ୍ପାଦନା]

(ନସ୍ତବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନସ୍ ଧାତୁ+ ତ+ଆ)

[ସମ୍ପାଦନା]
୧. ପଶୁମାନଙ୍କ ନାକରେ ଦଉଡ଼ି ଗଳାଇବା ପାଇଁ ନାକରେ କରାଯିବା ଫୋଡ଼ (ହିନ୍ଦୀ - ଶ.) — ୧. A hole bored in the nose of beasts of burden.
୨. ନାକଦଣ୍ଡିରେ କରାଯାଇଥିବା ଫୋଡ଼ —୨. A hole bored in the septum of the nose (Apte).