ନସ୍ୟ
ଦେଖଣା
ନସ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ନସ=ନାସିକା+ ପ୍ରୟୋଜନାର୍ଥେ ଯ)
[ସମ୍ପାଦନା]- ୧. ନାସ; ନାକଦ୍ୱାରା ବ୍ୟବହାର୍ଯ୍ୟ ଚୂର୍ଣ୍ଣିବିଶେଷ — ୧. Snuff.
- ୨. ରୋଗୋପଶମାର୍ଥ ନାକର ରନ୍ଧ୍ର ନଧ୍ୟରେ ଯେଉଁ ଚୂର୍ଣ୍ଣ ବା ରସ ପ୍ରବିଷ୍ଟ କରାଇ ଦିଆଯାଏ —Sternutatory powder or juice.
- ୩. ନାକଭିତରେ ଥିବା କେଶ — ୩. The hairs in the nose (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନାସା ସମ୍ୱନ୍ଧୀୟ — Pertaining to the nose; nasal.
- ୨. ନାସିକାର ହିତଜନକ —୨. Beneficial for the nose.