Jump to content

ନସ୍ୟା

ଉଇକିଅଭିଧାନ‌ରୁ

ନସ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. (ନସ+ଯ+ଆ)—ନାକ — ୧. Nose.
୨. ନାକରେ କରାଯିବା ଫୋଡ଼ା (ହିନ୍ଦୀ - ଶବ୍ଦସାଗର) — ୨. A hole bored through the nose.
୩. (ନସ୍ୟ+ଆ)—ପଶୁଆଦିଙ୍କ ନାକଫୋଡ଼ରେ ଗଳିଥିବା ଦଉଡ଼ି —୩. String passed through the bore of the nose of a beast.