Jump to content

ନହ

ଉଇକିଅଭିଧାନ‌ରୁ

ନହ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ପଦ୍ୟ) (ସଂସ୍କୃତ - ନଖ) ନଖ — ୧. Finger-nail.

ନୃସିଂହ ମାଧବ ମୁରାରି; ନହେଣ ହିରଣ୍ୟ ବିଦାରି କମଳଲୋଚନ—ଚଉତିଶା

୨. (ସଂସ୍କୃତ - ଲତା)—ଲହ; ଲତା — ୨. Creeper.
୩. (ଶୁଭବାଚନ) ଲହ; ଲମ୍ୱ ଜନ୍ତୁ; ସାପ — ୩. (Euphemism) Serpent.