Jump to content

ନହଡ଼େଇବା

ଉଇକିଅଭିଧାନ‌ରୁ

ନହଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲହରୀ ପରି କୌଣସି କାର୍ଯ୍ୟ ଉପର୍ଯ୍ୟୁପରି କରିବା ବା ଅନର୍ଗଳ କଥା କହିବା —୧. To do a thing continuously or say something fluently withcut ctopping.
୨. ନହଡ଼ା ମାରିବା — ୨. To billow; to roll in large waves.