ନହନା
ଜୁଆଳି ମଝିରେ ଲଙ୍ଗଳ ଈଶକୁ ବାନ୍ଧିବା ଚମ ଦଉଡ଼ି; ଚମଡ଼ାର ଲଙ୍ଗଳ ଦଉଡ଼ି; ଆନ୍ଧ ଦଉଡ଼ି —A hide rope by which the shaft of the plough is tied to the yoke.