ନହର
ଦେଖଣା
ନହର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଲହଡ଼—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଲହରୀ)
[ସମ୍ପାଦନା]- ୧. ଧାରା;; ପରମ୍ପରା; ରୀତି — ୧. Custom.
- ୨. ଜିଦ୍; ଦିଗର — ୨. Obstinacy; pertinacity.
(ଯଥା—ପିଲାଟି ଆମ୍ୱ ଖାଇବ ବୋଲି ଏକା ନହଡ଼ ଧରିଛି)
ନହର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗର)
[ସମ୍ପାଦନା]- ୧. ନଅର; ରାଜପ୍ରାସାଦ —୧. Palace.
- ୨. ରାଜାଙ୍କ ଅନ୍ତଃପୁର — ୧. The harem of a king.
- ୩. (ସଂସ୍କୃତ - ଲହରୀ; କିମ୍ୱା ସଂସ୍କୃତ - ଯଷ୍ଟି=ପ୍ରା ଲଟ୍ଠି)— ହାର ଆଦିର ସରି —୩. One of the strings of a necklace.