ସଂସ୍କୃତ - ବିଶେଷ୍ୟ - (ନହ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଉଷ)
[ସମ୍ପାଦନା]
(ନାମ) ଯଯାତିଙ୍କ ପିତା (ପୁଣ୍ୟବଳରେ ଏ ଇନ୍ଦ୍ରିତ୍ୱ— ଲାଭ କରିଥିଲେ କିନ୍ତୁ ପରେ ବ୍ରାହ୍ମଣମାନଙ୍କୁ ପୀଡ଼ା ଦେବାରୁ ଅଗସ୍ତିଙ୍କ ଶାପରେ ସ୍ୱର୍ଗଚ୍ୟୁତ ହୋଇ ସର୍ପ ଯୋନି ପ୍ରାପ୍ତ ହେଲେ) —(name) The father of J̄aj̄āti.