Jump to content

ନହେଲା ବାଗିର୍

ଉଇକିଅଭିଧାନ‌ରୁ

ନହେଲା ବାଗିର୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. ବିଶେଷଣ -

[ସମ୍ପାଦନା]
୧. ଅନାୟାସରେ; ଅବଲୀଳାକ୍ରମେ —୧. Easily; without effort.
୨. ଅକାତରେ —୨. Without caring for anything.
୩. ଅକୁଣ୍ଠିତଭାବରେ — ୩. Liberally; without hesitation.
୪. ଅସଙ୍କୁଚିତରୂପେ — ୪. Fearlessly; undauntedly.

(ଯଥା—ସେ ଜଙ୍ଗଲରେ ନ ହେଲା ବାଗିର୍ ବୁଲୁଥାଇସି; ନହେଲାବାଗିର୍ ଯେନ୍ତେନ୍ଟା କହିଦେସି)