Jump to content

ନାଁରେ

ଉଇକିଅଭିଧାନ‌ରୁ

ନାଁରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ନାଆଁରେ, ନାଁଆଁରେଅନ୍ୟରୂପ

ଦେଶଜ - ଅ

[ସମ୍ପାଦନା]
୧. ଅମୁକ ଲୋକର ବିପକ୍ଷରେ — ୧. Against (a person).

(ଯଥା—ତା ନାଁରେ ଉଆରଣ୍ଟ ବାହାରିଛି)

୨. ଅମୁକର ନାମ ଉଲ୍ଲେଖ କରି, ଅମୁଖ ସମ୍ୱନ୍ଧରେ — ୨. By mentioning the name of a person; in respect of.

(ଯଥା—ତା ନାଁରେ ଅନେକ ଦାନ ପୁର୍ଣ୍ୟ କାର୍ଯ୍ୟ ଲୋକେ କହୁ ଅଛନ୍ତି)

୩. ଦେବତା ଓ ରାଜା ଆଦିଙ୍କ ନାମର ଦ୍ୱାହି ଦେଇ — ୩. By invoking the name of a Deity or King.

(ଯଥା—ଦିଅଁଙ୍କ ନାଁରେ ରୋଗୀ ଉପରେ ବୁନ୍ଦାଏ ପାଦୁକ ପାଣି ଛିଞ୍ଚି ଦେଲାରୁ ରୋଗୀ ଭଲ ହୋଇଗଲା)

୪. ଅନ୍ୟକୁ ଅମୁକ ବ୍ୟକ୍ତିର ନାମ ଦେଇ — ୪. By giving the name of a person to another.


(ଯଥା—ମୁଁ ଯେବେ ଏ କଥା ନ କରିବି ତେବେ ତୁ ମୋ ନାଁରେ କୁତ୍ତା ପାଳିବୁ ନାହିଁ)

୫. ଅନୁକ ବ୍ୟକ୍ତିର ହିସାବରେ — ୫. To the account of a person.

(ଯଥା—ଜମାଖରଚ ବହିରେ ମୁଁ ତାଙ୍କ ନାଁରେ ଟ ୨୫୧: ଜମା ଦେଇ ଟ ୨୨୧: ଖରଚ ଲେଖିଲି)