ନାଁରେ କୁତ୍ତା ନ ପାଳିବା
ଦେଖଣା
ନାଁରେ କୁତ୍ତା ନ ପାଳିବା
ଉଚ୍ଚାରଣ
[ସମ୍ପାଦନା](ନାଁରେ କୁତ୍ତା ପାଳିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଁରେ କୁତ୍ତା ନ ପାଳିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ଅତ୍ୟନ୍ତ ଘୃଣା କରିବା —To detest a person.
[ ଦ୍ର—ସେହି ନାମରେ ଯେବେ କୁକୁର ପାଳିବାକୁ ହେବ ତେବେ କୁକୁରକୁ ଡାକିଲା ବେଳେ ତ ସେହି ଘୃଣ୍ୟ ନାମ ଉଚ୍ଚାରଣ କରିବାକୁ ହେବ ଯାହାକୁ ଘୃଣା କରାଯାଏ ତା ନାମ ମୁହଁରେ ଉଚ୍ଚାରଣ କରିବାକୁ ହେବ ନାହିଁ ]