ନାଁ ଉଠାଇବା
ଦେଖଣା
ନାଁ ଉଠାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ଉଠାଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଖବରକାଗଜ ଆଦିରେ କୌଣସି ବ୍ୟକ୍ତିର ନାମ ଛାପିବା — To publish the name of a person in newspapers.
- ୨. ଶୁର୍ତୀ ଆଦିରେ କୌଣସି ବ୍ୟକ୍ତିର ନାମର ଟିକଟ ବାହାରକରି ଆଣିବା —୨. To bring out the ticket in the name of a person in a lottery.