ନାଁ ଉଠିବା
ଦେଖଣା
ନାଁ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ଉଠିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଖବରକାଗଜ ଆଦିରେ କୌଣସି ବ୍ୟକ୍ତିର ନାମ ମୂଦ୍ରିତ ହେବା — ୧. The publication of a person's name in the newspapaers.
- ୨. ଶୁର୍ତୀ ଆଦିରେ କୌଣସି ବ୍ୟକ୍ତିର ନାମର ଟିକଟ ବାହାରିପଡ଼ିବା —୨. The coming out of a ticket bearing a person's name in a lottery or ballot.
- ୩. ନାଁ ପଡ଼ିବା (ଦେଖ) - ୩. Nāñ paṟḍ̠ibā (See)