ନାଁ କରିବା
ଦେଖଣା
ନାଁ କରିବା
ଉଚ୍ଚାରଣ
[ସମ୍ପାଦନା](ନାଆଁ କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ସୁଯଶଃର ବିସ୍ତାର ହେବାଭଳି ଭଲ କାର୍ଯ୍ୟ କିରାବ —୧. To gain reputation as the result of one's good acts.
ଅନୁବାଦ
[ସମ୍ପାଦନା]- ୨. ଦେଶରେ ବିଖ୍ୟାତ ହେବା — ୨. To become famous.
(ଯଥା—ହରିବଲ୍ଲଭ ବାବୁ କଟକରେ ଓକିଲାତି କରି ଭାରି ଗୋଟାଏ ନାଁ କରିଥିଲେ)
- ୩. କୌଣସି ବ୍ୟକ୍ତି ବା ସ୍ଥାନ ଆଦିର ନାମ ଉଚ୍ଚାରଣ କରିବା — ୩. To name a person or place.
(ଯଥା—ପୃଥିବୀର ୩ଜଣ ବିଖ୍ୟାତ ବ୍ୟକ୍ତିଙ୍କ ନାମ କରା)
- ୪. ନାହିଁ କରିବା —୪. To deny; to negetive.