Jump to content

ନାଁ କାଟିଦେବା

ଉଇକିଅଭିଧାନ‌ରୁ

ନାଁ କାଟିଦେବା

ଉଚ୍ଚାରଣ

[ସମ୍ପାଦନା]

(ନାଁ କାଟିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଦ୍ୟାଳୟର ରେଜିଷ୍ଟରିରୁ କୌଣସି ଛାତ୍ରର ନାମ କର୍ତ୍ତନ କରିବା — ୧. To strike off the name of a student from the roll of a person from a list.
୨. କୌଣସି ତାଲିକାରୁ କୌଣସି ବ୍ୟକ୍ତିର ନାମ କାଟି— ଦେବା —୨. To strike off the name of a person from a list.