ନାଁ କୁ
ଦେଖଣା
ନାଁ କୁ
ଉଚ୍ଚାରଣ
[ସମ୍ପାଦନା](ନାଁଆଁକୁ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ନାମ ମାତ୍ର — ୧. Nominally; in name only.
- ୨. ଅମୁକର ନାମ ଉଲ୍ଲେଖ ହେବା ମାତ୍ରେ — ୨. At the mere mention of a person's name.
(ଯଥା—ରାମ ଗୋପାଳର ନାଁକୁ ଚିଡ଼ୁଛି)
- ୩. ନାମ ମାତ୍ର; ଅତି ସାମାନ୍ୟରେ — ୩. Very slightly.
(ଯଥା—ମୁଁ ତା ଦିହରେ ନାଁକୁ ହାତ ଲଗାଇ ଦେଇଛି ସେ କାନ୍ଦି ଉଠିଲା)
- ୪. ବୃଥାରେ —୪. In vain.
ଯଥା—ତୁ ନାଁକୁ ଖାଇ ବସିଲୁ, [ଅର୍ଥାତ୍ କିଛି ଖାଇଲୁ ନାହିଁ])
- ୫. କାର୍ଯ୍ୟତଃ ନୁହେଁ, କେବଳ ବାକ୍ୟରେ — ୫. Not in deed but in name.
(ଯଥା—ଆଜିକାଲି କେବଳ ନାଁକୁ ବାଘସିଂହ ଘର, ଏଣେ ଦିଓଳିରେ ଥରେ ତାଙ୍କର ଚୁଲି ଜଳିବା କଷ୍ଟକର ହେଲାଣି)