Jump to content

ନାଁ ଗାଁ

ଉଇକିଅଭିଧାନ‌ରୁ

ନାଁ ଗାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଓ ଗ୍ରାମ; ଅନର୍ଥକ ଦ୍ୱିତୀୟ ସହଚର ଶବ୍ଦ)

[ସମ୍ପାଦନା]
୧. ସୁନାମ —୧. Good name; fame.
୨. ଦୁର୍ନାମ —୨. Bad name; evil repute.
୩. ନାମୋଲ୍ଲେଖ —୩. The mention of one's names.

(ନାଆଁ ଗାଆଁ—ଅନ୍ୟରୂପ)

୪. (ନାମ+ଗ୍ରାମ) କୌଣସି ବ୍ୟକ୍ତିର ନାମ ଓ ବାସସ୍ଥାନ — ୪. The name and address of a person.