Jump to content

ନାଁ ଜଗାଇବା

ଉଇକିଅଭିଧାନ‌ରୁ

ନାଁ ଜଗାଇବା

ଉଚ୍ଚାରଣ

[ସମ୍ପାଦନା]

(ନାଁ ଜଗିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପଣାର ସୁନାମରେ କଳଙ୍କ ନ ଲାଗିବା ପ୍ରତି ସାବଧାନ ହେବା — To guard one's good repuration; to be careful in preseeving one's good name.