Jump to content

ନାଁ ଡାକ୍

ଉଇକିଅଭିଧାନ‌ରୁ

ନାଁ ଡାକ୍

ଉଚ୍ଚାରଣ

[ସମ୍ପାଦନା]

(ନାଁ ଡାକୁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖ୍ୟାତି; ସମ୍ମାନ; ପ୍ରସିଦ୍ଧି; ସୁନାମ — Reputation; good name.
୨. ଖାତିରି; ପତିଆରା — ୨. Credit.