ନାଁ ଦିଆ
ଦେଖଣା
ନାଁ ଦିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ଦିଆ
|
ନାଆଁ ଦିଆ, ନାଁଆଁ ଦିଆ, ନା ଦିଆ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାମକରଣ — ୧. Giving a name to a person.
- ୨. ବାଳକର ନାମକରଣ ଉତ୍ସବ —୨. The festival of giving a name to a baby; baptism.
- ୩. ପ୍ରହେଳିକା — ୩. A riddle.