ନାଁ ଦେବା
ଦେଖଣା
ନାଁ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶିଶୁର ନାମକରଣ କରିବା — ୧. To baptise an infant; to give a name to an infant.
- ୨. ପ୍ରହେଳିକା ପ୍ରଶ୍ନ କରିବା — ୨. To put a riddle to a person.
- ୩. କୌଣସି ବ୍ୟକ୍ତିର ବା ବସ୍ତୁର ପରିଚୟ ପାଇଁ ତାକୁ ଗୋଟିଏ ସ୍ୱତନ୍ତ୍ର ନାମ ଦେବା —୩. To call a person or thing by a certain name for identification.