ନାଁ ପକାଇବା
ଦେଖଣା
ନାଁ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ପକାଇବା
|
[ନା (ନାଁ)ଆଁ ପକାଇବା, ନା(ନାଁ)ଆଁ ଗାଁ ପକାଇବା, [ନା(ନାଁ) ଆଁ ଡ଼ୁବା(ବେ)ଇବା, ନା(ନାଁ)ଆଁ ସରା(ରେ)ଇବା, ନାଁଆଁ ସାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସୁଯଶ ଲୋପ ହେବା ଭଳି କର୍ମ କରିବା; କୁକର୍ମଦ୍ୱାରା ଆପଣାର ବା ପିତୃପିତାମହଙ୍କ ସୁଯଶରେ କଳଙ୍କ ଲଗାଇବା —To sully one's good name or reputation by doing some deed evil or omiting to do a good act.