Jump to content

ନାଁ ପକେଇବା

ଉଇକିଅଭିଧାନ‌ରୁ

ନାଁ ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ନା (ନାଁ)ଆଁ ପକେଇବା, ନା(ନାଁ)ଆଁ ଗାଁ ପକେଇବା, [ନା(ନାଁ) ଆଁ ଡ଼ୁବା(ବେ)ଇବା, ନା(ନାଁ)ଆଁ ସରା(ରେ)ଇବା, ନାଁଆଁ ସାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସୁଯଶ ଲୋପ ହେବା ଭଳି କର୍ମ କରିବା; କୁକର୍ମଦ୍ୱାରା ଆପଣାର ବା ପିତୃପିତାମହଙ୍କ ସୁଯଶରେ କଳଙ୍କ ଲଗାଇବା —To sully one's good name or reputation by doing some deed evil or omiting to do a good act.