Jump to content

ନାଁ ପଡ଼ିବା

ଉଇକିଅଭିଧାନ‌ରୁ

ନାଁ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନା(ନାଁ)ଆଁ ପଡ଼ିବା, ନାଁଆଁ ବାଜିବା, ନାଁ ବାଜିବା, ନାଁ ଗାଁ ଇତ୍ୟାଦି, ନାଁ ହେବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ସୁଖ୍ୟାତି ରଟନା ହେବା —୧. The spreading of one's reputation.

ସଚ୍ଚରିତ୍ରତା ଯୋଗୁଁ ସବୁଠାରେ ତୁମ୍ଭର ନାଁ ପଡ଼ୁଅଛି ରାଧାନାଥ. ବିବେକୀ

୨. କଳଙ୍କ ବା ଅପଯଶର ରଟନା ହେବା — ୨. The spreading of one's evil repute; notoriety.

ଦେଉଳ ତୋଳେଇଲେ ନାଁ ପଡ଼େ, ବାଟରେ ହଗିଲେ ନାଁ ପଡ଼େ ଢଗ