ନାଁ ରଖିବା
ଦେଖଣା
ନାଁ ରଖିବା
ଉଚ୍ଚାରଣ
[ସମ୍ପାଦନା][ନା(ନାଁ) ଆଁ ରଖିବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବସ୍ତୁ ବା ବ୍ୟକ୍ତିର ନାମକରଣ କରିବା —୧. To give a name to a person or thing.
- ୨. ନିଜର ସୁକାର୍ଯ୍ୟଁଦ୍ୱାରା ପୂର୍ବ ପୁରୁଷଙ୍କ ଯଶକୁ ବଜାୟ ରଖିବା —୨. To maintain the reputation of one's ancestors by one's good action.
- ୩. ଦୂର ଭବିଷ୍ୟତ ପର୍ଯ୍ୟନ୍ତ ନିଜର ଖ୍ୟାତି ରହିବା ଭଳି କାମ କରିବା —୩. To leave a good name for the future.