ନାଁ ଲେଖାଇବା
ଦେଖଣା
ନାଁ ଲେଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଁ ଲେଖାଇବା
|
(ନାଁ ଲେଖା, ନାଁ ଲେଖେଇ—ବି)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବିଦ୍ୟାଳୟରେ ଛାତ୍ର ରୂପେ ବା ସଭାରେ ବା ଦଳରେ ସଭ୍ୟ ରୂପେ ଭରତି ହେବା —To get oneself enrolled in a school or company or batch; to be admitted to a brother-hood or sisterhood.