Jump to content

ନାଆଁ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ନାଆଁ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ନାଁଆଁ, ନାଁ ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମନ୍ ତୁଳ ଫା, ନାମ୍ ଇଂ ନେମ; ଲା ନୋମେନ୍; ଫ୍ରେ ନମ୍)

[ସମ୍ପାଦନା]
୧. ନା ଇତ୍ୟାଦି (ଦେଖ) - ୧. Nāñ etc (See)

ଅନୁବାଦ

[ସମ୍ପାଦନା]
୨. ଉଲ୍ଲେଖ —୨. Mention.
୩. ସୁଯଶ; ସୁନାମ —୩. Good reputation; food name.
୪. କଳଙ୍କ; ଦୁର୍ନାମ —୪. Eil repute; notoriety.
୫. ପ୍ରହେଳିକା ବା କୌତୁକ ପ୍ରଶ୍ନ —୫. A riddle.

ଟିକି ଟିକି କଣ୍ଟା କପୁରର ବାସ ଏ ନାଆଁ କହିଦେଲେ ବଳରାମଦାସ ପ୍ରହେଳିବା

୬. ଖ୍ୟାତି —୬. Reputation; celibrity.

[ଦ୍ରଷ୍ଟବ୍ୟ —ନାଆଁ ଶବ୍ଦଯୁକ୍ତ ପଦମାନଙ୍କ ପାଇଁ ନାଁ ଓ ନାମ ପରେ ଦେଖ]