ନାଇ
ଦେଖଣା
ନାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଈ)
[ସମ୍ପାଦନା]- ୧. ନାହି; ଲାହି; ନାଭି — ୧. Navel.
- ୨. ଚକ୍ରର ହାଣ୍ଡି —୨. The nave of a wheel.
ଗ୍ରାମ୍ୟ - ଅ (ସଂସ୍କୃତ - ନହି)
[ସମ୍ପାଦନା]ନାହିଁ, ନା, ନୁହେଁ — No; not.
ଗ୍ରାମ୍ୟ - (ନଞର୍ଥକ)କ୍ରି
[ସମ୍ପାଦନା]ନ ଅଟେ; ନ ଥାଏ; ନ ଅଛି; ନାହିଁ — Is not.
[ଦ୍ରଷ୍ଟବ୍ୟ —ଓଡ଼ିଆରେ କ୍ରିୟା ପୂର୍ବରେ 'ନ' ଓ ପରେ 'ନାହିଁ' ଲାଗେ ଯଥା—ନ ଯାଏ, ଯାଏନାହିଁ; କିନ୍ତୁ ସମ୍ୱଲପୁରରେ 'ନାଇ' ଶବ୍ଦ କ୍ରିୟା ପୂର୍ବରେ ଲାଗେ ଯଥା—ମୁଁ ନାଇଯାଇ= ଯାଇ ନ ଥିଲି; ନାଇଯାଏଁ=ମୁଁ ଯିବି ନାହିଁ; ନାଇଯିବାର=ଯାଉ ନାହିଁ]