ନାଇଆ ମାରିବା
=== ଦେଶଜ - ବିଶେଷ୍ୟ -
ଗଛ, ମାଛ; ପ୍ରଭୃତିକୁ ଲାହିଆ ରୋଗ ଧରିବା; ମାଛ ବଉଳିଯିବା ଓ ଗଛ ଶୁଖିଆସିବା — Fishes and trees being struck with the Nāhiā disease.