Jump to content

ନାଇକ

ଉଇକିଅଭିଧାନ‌ରୁ

ନାଇକ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଗଡ଼ଜାତ, ସଂସ୍କୃତ - ନାୟକ) ବିଶେଷ୍ୟ - (ପାଇକର ସହଚର)

[ସମ୍ପାଦନା]

ପାଇକ ସହଦାର —The chief of the Pāika-militia.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ସରବରାକାର — Rend collector (under the direct control of the Government).

(ନାଇକର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତେଲଙ୍ଗାମାନଙ୍କର ଉପାଧିବିଶେଷ —A family-title of some Telgus.