Jump to content

ନାଇକା

ଉଇକିଅଭିଧାନ‌ରୁ

ନାଇକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନାୟକ)

[ସମ୍ପାଦନା]

ପ୍ରଧାନ (ବୃକ୍ଷର ଚେର) — Main (root of a tree).

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ନାୟିକା)

[ସମ୍ପାଦନା]
୧. ନାୟିକା (ଦେଖ) - ୧. Nāyikā (See)
୨. ବୀଣାର ପ୍ରଧାନ ତନ୍ତ୍ରୀ — ୨. The principal string of a harp.

ଦେଶଜ - (ଗଞ୍ଜାମ) ବିଶେଷ୍ୟ - (ସଂସ୍କୃତ - ନାୟକ)

[ସମ୍ପାଦନା]

ଖଜଣା ଅସୁଲ କରିବା ଗ୍ରାମ୍ୟ କର୍ମ୍ମଚାରୀ —Village official for collecting rent.