ନାଉଆ ଶିଂଘୀ
ଦେଖଣା
ନାଉଆ ଶିଂଘୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଉଆ ଶିଂଘୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲାଉଆ ଶିଂଘୀ; ଧଳା କଣ୍ଟିଆ ମାଛ — A kind of fish.
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ଧଳା ଶିଂଘୀ ମାଛ, ଏହାର କାତି ନ ଥାଏ ଗାଲିସି ପାଖରେ ଦିଓଟି ଓ ବେକ ଉପରେ ଗୋଟିଏ ଶିଂଘ ବା କଣ୍ଟା ଥାଏ ଶିଂଘୀ ମାଛ ଦୁଇ ପ୍ରକାର—୧ ମାଟିଆ' ୨ ଧଳା ବା ଲାଉଆ; ଧଳାମାଛ ୮ ୧: ଆଙ୍ଗୁଳ ବଢ଼ନ୍ତି]