Jump to content

ନାଉଡ଼ି

ଉଇକିଅଭିଧାନ‌ରୁ

ନାଉଡ଼ି

ଉଚ୍ଚାରଣ

[ସମ୍ପାଦନା]

ନାଉଡ଼ିଆ, ନାଉରି, ନାଉରିଆ, ନାହୁରି, ନାହୁରିଆ ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାବିକ)

[ସମ୍ପାଦନା]

ନାବିକ; ନୌକାବାହୀ; ନୌକା— ଚାଳକ —Boatman; sailor.

ଯେରୂପରେ ନାବଟି ନାଉଡ଼ିଆ ବିନା, ସେ ରୂପେ ସେନାପତି ହୀନ ହେଲେ ସେନା କୃଷ୍ଟସିଂହ, ମହାଭାରତ. ଭୀଷ୍ମ

[ଦ୍ରଷ୍ଟବ୍ୟ —ପୂର୍ବେ ବାଲେଶ୍ୱରରେ ଜାହାଜ ଚଳୁଥିବା ସମୟରେ ନାଉଡ଼ିଆ ମାନଙ୍କ ବ୍ୟବହୃତ କେତେକ ଶବ୍ଦ ===

ଘୋଣ୍—ଉପର; ଗାହିମ ଡଲେଇ—ଉତ୍ତର ପୂର୍ବେ; ଦମାନ୍—ତଳ; ବେଗଣିଆ ପିଛାଡ଼ି—ଉତ୍ତର ପଶ୍ଚିମ; ଗାହି—ଉତ୍ତର; ଦକ୍ଷିଣ ପିଛାଡ଼ି—ଦକ୍ଷିଣ ପଶ୍ଚିମ; ଡହରା—ପୂର୍ବ; ଦକ୍ଷିଣ ଡହରା—ଦକ୍ଷିଣ ପୂର୍ବ; ସୋଇଲ୍—ଦକ୍ଷିଣ; ଉଜା—ଡାହାଣ; ପିଛାଡ଼ି—ପଶ୍ଚିମ; ଡାହୁ— ବାମ;]