ନାଉଲ
(ନାହୁଲ—ଅନ୍ୟରୂପ)
ସ୍ତ୍ରୀମାନଙ୍କ ପିନ୍ଧିବା ଏକ ପ୍ରକାର ଫମ୍ପା ନୋଳି — A kind of hollow earring worn by women.