ନାଉଳି
ଦେଖଣା
ନାଉଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷତ୍ରିୟ ଓ ଖଣ୍ଡାଏତମାନଙ୍କର ଉପବୀତ ଗ୍ରହଣ ବିଧି; ବ୍ରତ —୧. The upanayana or sacred thread ceremony of Khandaets and Kshatriyas.
- ୨. (ସଂସ୍କୃତ - ନାବ)—କେଉଟମାନଙ୍କର ବଂଶୋପାଧିବିଶେଷ — ୨. A family-title of fishermen.
[ଦ୍ରଷ୍ଟବ୍ୟ —କଟକ ଜିଲାର ଡମ୍ପଡ଼ା ଜିଲ୍ଲାରେ ଏହି ଉପାଧିଧାରୀ କେଉଟ ଅଛନ୍ତି]