Jump to content

ନାଉ ତୁମ୍ୱୀ

ଉଇକିଅଭିଧାନ‌ରୁ

ନାଉ ତୁମ୍ୱୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଅଲାବୁ+ତୁମ୍ଭା)

[ସମ୍ପାଦନା]
୧. ଲାଉ ଭିତରୁ ଶସ କୋରି ସଫା କରି ପ୍ରସ୍ତୁତ କରି ଥିବା ପାତ୍ର —୧. A pot made by scraping the kernel of the gourd.
୨. ଲାଉର ତୁମ୍ୱାରେ ଦଣ୍ଡ ଓ ତାର ବା ସୂତା ଲଗାଇ କରାଯିବା ଏକ ପ୍ରକାର ବାଦ୍ୟ ଯନ୍ତ୍ର —୨. A kind of musical instrument.

[ଦ୍ରଷ୍ଟବ୍ୟ —ଏଥିରେ ସିତାରର ଦଣ୍ଡ ବସାଇ ସିତାର କରାଯିଏ]