ନାଏକା
ଦେଖଣା
ନାଏକା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ନାୟିକା (ଦେଖ) - Nāyikā (See).
ଉପାୟ କରି ସେ—ବଢ଼ାଇ ଆଣିବେ ମାୟାବୀ ଦଶ ନାଏକା ପ୍ରାଚୀ. ରହସ୍ୟ ମଞ୍ଜରୀ
- ୨. ନାହାକା (ଦେଖ) - —୨. Nāhākā chera (See)
ଦେଶଜ - ବିଶେଷଣ - ସ୍ତ୍ରୀ—(ସଂସ୍କୃତ -ନାୟିକା)
[ସମ୍ପାଦନା]ଶ୍ରେଷ୍ଠା, ପ୍ରଧାନା (ସ୍ତ୍ରୀ) — Chief; greatest; most honoured.
ତାଙ୍କ ମଧ୍ୟରେ ତୁହି ଏକା ନିତ୍ୟରେ ହୋଇବୁ ନାଏକା ପ୍ରାଚୀ ଯଶୋବନ୍ତ. ପ୍ରେମରକ୍ତି ବହୁଗୀତା