ନାଏବି
ନାଏବଙ୍କ ଉପଯୁକ୍ତ — Befitting a Naib.
(ଯଥା—ନାଏବୀ ବୁଦ୍ଧି; ନାଏବୀ ଢଙ୍ଗ)
ନାଏବଙ୍କ ପଦ ବା କର୍ମ — The post of a Naib.