Jump to content

ନାଏବ୍

ଉଇକିଅଭିଧାନ‌ରୁ

ନାଏବ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଆରବୀ - ନାୟବ)

[ସମ୍ପାଦନା]
୧. ପ୍ରଧାନ କର୍ମଚାରୀ ବା ମେନେଜରଙ୍କ ଅଧୀନ କର୍ମଚାରୀ —୧. Second officer under a manager; a Naib.
୨. ପ୍ରତିନିଧି କର୍ମଚାରୀ —୨. A Deputy.
୩. ଜମିଦାରଙ୍କ ମଫସଲ କଚରିର ପ୍ରଧାନ ତହସିଲ କର୍ମଚାରୀ —୩. The Head Revenue-officer in a zamindar's kutchery.