Jump to content

ନାକକଟା

ଉଇକିଅଭିଧାନ‌ରୁ

ନାକକଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାର ନାକ କଟା ଯାଇଥାଏ; କର୍ତ୍ତିତ— ନାସିକ —୧. One whose nose has been lopped off; nose-clipt.
୨. ପ୍ରକାଶ୍ୟରେ ଅତ୍ୟନ୍ତ ଅପମାନିତ — ୨. Very much insulated in publicly; publicly humiliated.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରକାଶ୍ୟରେ ଦିଆଯିବା ଅପମାନ — ୧. Public humiliation.
୨. ପିଲାମାନଙ୍କୁ ଭୟ ଦେଖାଇବା ପାଇଁ ସ୍ତ୍ରୀ ଲୋକଙ୍କ କଳ୍ପନାଦ୍ୱାରା ଚିତ୍ରିତ ରାକ୍ଷସ; କୋକମିନା (ଏ ଅବୁଝା ପିଲା— ମାନଙ୍କ ନାକକୁ ଛୁରିରେ କାଟି ନିଏ ବୋଲି ମାଆ ମାନେ ଶିଶୁଙ୍କୁ ଡ଼ରାନ୍ତି) —୨. A bugbear name of an
imaginary demon pictured by women (represented to be armed with a knife to lop off the nose of wicked children) to frighten children to sleep.