ନାକଚଣା
ଦେଖଣା
ନାକଚଣା
ଉଚ୍ଚାରଣ
[ସମ୍ପାଦନା](ନାକଛବି, ନାକମାଛି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାକପୁଡ଼ାରେ ପିନ୍ଧାଯିବା ଏକପ୍ରକାର ଫୁଲି— (ଅଳଙ୍କାର) —୧. A small bit of gold with a stem below a bud worn on the bore on the side of the nostril.
ବିକ ମୂଦ୍ରିକା ବଳୟ ବାହୁଟି ହାର ତାଟଙ୍କ ନାକଚଣା କଣ୍ଠି ପ୍ରାଚୀ. ରହସ୍ୟମଞ୍ଜରୀ
[ ଦ୍ର—ଏହାର ପ୍ରକାର—ଓଲଟ ମୁହାଁ; କଣ୍ଠି; ବଉଳକୋଳିଆ; ଆମ୍ୱକେରିଆ ]
- ୨. ଏକ ପ୍ରକାର ଫୁଲ ଗଛ—[ ସଂ—ରୂପଗନ୍ଧା; ହରିତମଞ୍ଜରି ବିଶ୍ୱରୂପୀ ] —୨. A kind of flower tree.