Jump to content

ନାକଛିଣ୍ଡୀ

ଉଇକିଅଭିଧାନ‌ରୁ

ନାକଛିଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାକଛିଣ୍ଡେଈ—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯେଉଁ ସ୍ତ୍ରୀର ନାସିକାରେ ପୁଡ଼ାରେ କରା ଯାଇଥିବା ରନ୍ଧ୍ର ଯୋଗୁଁ ନାକପୁଡ଼ାର ଆବରଣ ଛିଣ୍ଡି ଯାଇଥାଏ —(a woman) Who has the wall of her nostril lacerated et the bore.

[ଦ୍ରଷ୍ଟବ୍ୟ —ଦେଖାଯାଏ ଯେ କେତେକ ସ୍ତ୍ରୀଲୋକଙ୍କ ନାକରେ କରାଯାଇ ଥିବା ଫୋଡ଼ାରେ ପିନ୍ଧାଥିବା ଲୋଥ, ଗୁଣା, ବସୁଣୀ ଆଦି ଏପରି ଭାରି ବୋହିଯାଏ ଯେ ତାହା ଫୋଡ଼କୁ ବିସ୍ତୃତ କରି ସେମାନଙ୍କ ନାକପୁଡ଼ାକୁ ଛିଣ୍ଡାଇ ପକାଏ]