Jump to content

ନାକରେ କାଠି ପୂରେଇ ଛିଙ୍କିବା

ଉଇକିଅଭିଧାନ‌ରୁ

ନାକରେ କାଠି ପୂରେଇ ଛିଙ୍କିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ନାକରେ କାଠି ପୂରେଇ ଛିଙ୍କି ହେବା—ଅନ୍ୟରୂପ]

ଦେଶଜ - କ୍ରି.

[ସମ୍ପାଦନା]
୧. ସର୍ଦ୍ଦି ପ୍ରଭୃତି ହେଲେ ମସ୍ତକର ଗୁରୁତା କମାଇବା ପାଇଁ ନାକରେ କାଠି ପ୍ରଭୃତି ଗୁଞ୍ଜି ଛିଙ୍କିବା —୧. To cause sneezing by thrusting a reed into the nostrils.
୨. (ଲକ୍ଷଣାର୍ଥ) କୌଣସି ଆପଦକୁ ବରଣ କରି ଆଣିବା — ୨. (figurative) To invite a danger (literally, to sneeze by thrusting a reed into the nostril.