ନାକରେ ହାତ ଦେବା
ଦେଖଣା
ନାକରେ ହାତ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକରେ ହାତ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନାକ ପୁଡ଼ାକୁ ଆଙ୍ଗୁଠିରେ ବନ୍ଧ କରି କୌଣସି ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧକୁ ନାକ ମଧ୍ୟରେ ପ୍ରବେଶ କରାଇ ନ ଦେବା —୧. To put the fingers on one's nose to put out any bad smell.
- ୨. ଘୃଣା କରିବା —୨. To hate.