Jump to content

ନାକସ୍

ଉଇକିଅଭିଧାନ‌ରୁ

ନାକସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ଫାରାସୀ - ଲାବିଶ୍; ଆ ନାକିସ୍= ମନ୍ଦ)

[ସମ୍ପାଦନା]
୧. ଦୁର୍ବଳ —୧. Weak.
୨. ଅନୁପଯୁକ୍ତ — ୨. Unfit.
୩. ତୁଚ୍ଛ; ହେୟ —୩. Despicable; insignificant.
୪. ଉତ୍ତମରୂପେ ପାଗ ହୋଇ ନ ଥିବା — ୪. Not well seasoned.