Jump to content

ନାକାନ୍ତ

ଉଇକିଅଭିଧାନ‌ରୁ

ନାକାନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ଅ. ନାକାଲ=ଆଦର୍ଶ ଦଣ୍ଡ—ଜ୍ଞାନେନ୍ଦ୍ର)

[ସମ୍ପାଦନା]
୧. ନାକେଦମ୍; ଆକ୍ରାନ୍ତ —୧. Overpowered.
୨. ଅତି କ୍ଳାନ୍ତ — ୨. Fatigued; overtired.
୩. ଅତି ବିରକ୍ତ; ହଇରାଣ —୩. Harassed; pestered.