Jump to content

ନାକାବନ୍ଦି

ଉଇକିଅଭିଧାନ‌ରୁ

ନାକାବନ୍ଦି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସମ୍ୱଲପୁର)—(ଢୁଳ ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ)

[ସମ୍ପାଦନା]
୧. ସହରର ପ୍ରବେଶଦ୍ୱାରମାନଙ୍କର ଅବରୋଧ —୧. The closing of the gate- ways of a town.
୨. ନଗରର ଫାଟକ ଆଦିର ପ୍ରହରୀମାନଙ୍କଦ୍ୱାରା ପ୍ରହରା — ୨. The watching of the town-gates or turnpike gates by sentries.
୩. ନଗରର ଫାଟକ ଜଗିବା ସିପାହି — ୩. A sently or guard-posted at a town-gate.
୪. କନିଷ୍ଟବଳ; ପହରାବାଲା — ୪. Constable; watchman; sentry.